ଶୈଳବାଳା କଲେଜ ଜମି ଅଧିଗ୍ରହଣ ବିରୋଧରେ ସ୍ବର ଉଠାଇଲେ ଶୈଳବାଳାଙ୍କ ନାତୁଣୀ

ରାଜ୍ୟ ବାହାର ପୁରାତନ ଛାତ୍ରୀଙ୍କ ମଧ୍ୟରେ ବି ପ୍ରତିକ୍ରିୟା କଟକ: ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛି, ସରକାର ନିବୃତ ରହିବେ ବୋଲି ଆଶା ଅଛି- ଦୀର୍ଘବର୍ଷ ଧରି ଲଣ୍ତନରେ ରହି ଆସୁଥିଲେ ମଧ୍ୟ ପ୍ରତି ୩ ବର୍ଷରେ ଅନୁଷ୍ଠିତ ହେଉଥିବା ଶୈଳବାଳା ମହିଳା ମହାବିଦ୍ୟାଳୟର ବାର୍ଷିକ ବୈଠକରେ ମୁଁ ଯୋଗ ଦିଏ। ଶୈଳବାଳା ମହିଳା ମହାବିଦ୍ୟାଳୟର ବିକାଶ ହେଉଛି ମୋର ମୂଳ ଲକ୍ଷ୍ୟ। ଅବଶ୍ୟ କରୋନା ମହାମାରୀ ଯୋଗୁଁ ଏହି ସମୟରେ … Continue reading ଶୈଳବାଳା କଲେଜ ଜମି ଅଧିଗ୍ରହଣ ବିରୋଧରେ ସ୍ବର ଉଠାଇଲେ ଶୈଳବାଳାଙ୍କ ନାତୁଣୀ